ଅମାନବୀୟ : ପାଣି ପାଇଁ ଦେହ ଦାନ କରିବାକୁ ବାଧ୍ୟ ହେଉଛନ୍ତି ମହିଳା

ନୂଆଦିଲ୍ଲୀ: ‘‘ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ, ଜୀବନ ବଞ୍ଚେଇ ଦିଅ ।’’ ପାଣି ପାଇଁ ମହିଳାମାନଙ୍କୁ ନିଜ ଶରୀର ଦାନ କରିବାକୁ ପଡୁଛି। ପାଣି ଦଲାଲମାନଙ୍କ ସହ ରାତି କଟାଇବାକୁ ପଡୁଛି। ଏପରିକି ଚାରି ଚାରିଟି ପିଲାର ମାଆକୁ ମଧ୍ୟ ପାଣି ପାଇଁ ଦଲାଲ ପାଖରେ ନିଜକୁ ସମର୍ପି ଦେବାକୁ ପଡୁଛି। ଯିଏ ଦଲାଲଙ୍କ ସର୍ତରେ ରାଜିହେଲା ସେ ପାଣି ପାଇଲା, … Continue reading ଅମାନବୀୟ : ପାଣି ପାଇଁ ଦେହ ଦାନ କରିବାକୁ ବାଧ୍ୟ ହେଉଛନ୍ତି ମହିଳା